Thursday, May 21, 2026
HomeNewsDistrict-level Five-Year Forward Planning and Monitoring Committee Meeting held

District-level Five-Year Forward Planning and Monitoring Committee Meeting held

District-level Five-Year Forward Planning and Monitoring Committee Meeting held
Next five-year plan approved for education, agriculture, livelihood and road connectivity

The District-level Five-Year Forward Planning and Monitoring Committee meeting was held today at the Sadbhavana Sabhagruha , Koraput under Article 275(a) of the Constitution under the chairmanship of Koraput District Magistrate Manoj Satyavan Mahajan.

The meeting approved the necessary projects for the next five financial years with emphasis on education, agriculture, livelihood and road connectivity. It was decided in the meeting to provide all basic amenities to the students by providing drinking water system, sanitation, and building walls in schools.

At the beginning of the meeting, Project Administrator, Integrated Tribal Development Agency, Koraput Snehaprabha Majhi welcomed all the members and officers and gave detailed information about the objective and need of the meeting.
The meeting was attended by Honorable MP Nabarangpur Balabhadra Majhi, MLA Koraput Raghuram Mach, MLA Pattangi Ramachandra Kadam, MLA Laxmipur Pitavat Sawantha, MLA Jeypore Tara Prasad Bahinipati, MLA Kotpad Rupu Bhatra, MP Representative Koraput and Nabarangpur, all the departmental officers of the district.
Assistant Engineer Kabiraj Behera and all the employees of Koraput and Jeypore ITDA attended the meeting. Finally, the administrator expressed satisfaction and expressed her vote of thanks.
ଜିଲ୍ଲାସ୍ତରୀୟ ପଞ୍ଚବର୍ଷୀୟ ପରିପେକ୍ଷୀ ଯୋଜନା ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ
ଶିକ୍ଷା, କୃଷି, ଜୀବିକା ଓ ରାସ୍ତା ସ˚ଯୋଗୀକରଣ ପାଇଁ ଆଗାମୀ ୫ ବର୍ଷର ଯୋଜନା ଅନୁମୋଦିତ

କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ସାମ୍ବିଧାନିକ ଧାରା ୨୭୫(କ) ଅଧୀନରେ ଜିଲ୍ଲାସ୍ତରୀୟ ପଞ୍ଚବର୍ଷୀୟ ପରିପେକ୍ଷୀ ଯୋଜନା ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଶିକ୍ଷା, କୃଷି, ଜୀବିକା ଓ ରାସ୍ତା ସ˚ଯୋଗୀକରଣ ଉପରେ ଗୁରୁତ୍ୱ ଦେଇ ଆଗାମୀ ୫ ଆର୍ଥିକ ବର୍ଷ ନିମନ୍ତେ ଆବଶ୍ୟକୀୟ ପ୍ରକଳ୍ପ ଗୁଡିକର ଅନୁମୋଦନ କରାଯାଇଛି। ବିଦ୍ୟାଳୟ ମାନଙ୍କରେ ପାନୀୟ ଜଳ ବ୍ୟବସ୍ଥା, ପରିମଳ, ପାଚେରୀ ନିର୍ମାଣ କରି ଛାତ୍ରଛାତ୍ରୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।ବୈଠକ ପ୍ରାରମ୍ଭରେ ପ୍ରକଳ୍ପ ପ୍ରଶାସିକା, ସମନ୍ବିତ ଆଦିବାସୀ ଉନ୍ନୟନ ସ˚ସ୍ଥା, କୋରାପୁଟ ସ୍ନେହପ୍ରଭା ମାଝି ସମସ୍ତ ସଭ୍ୟ ଓ ଅଧିକାରୀଙ୍କୁ ସ୍ବାଗତ କରିବା ସହ ବୈଠକର ଉଦ୍ଧେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।ବୈଠକରେ ମାନ୍ୟବର ସା˚ସଦ ନବରଙ୍ଗପୁର ବଳଭଦ୍ର ମାଝୀ, ବିଧାୟକ କୋରାପୁଟ ରଘୁରାମ ମାଛ, ବିଧାୟକ ପଟାଙ୍ଗୀ ରାମଚନ୍ଦ୍ର କାଡାମ, ବିଧାୟକ ଲକ୍ଷ୍ମୀପୁର ପବିତ୍ର ସାଉଁନ୍ତା, ବିଧାୟକ ଜୟପୁର ତାରା ପ୍ରସାଦ ବାହିନୀପତି, ବିଧାୟକ କୋଟପାଡ ରୁପୁ ଭତ୍ରା, ସା˚ସଦ ପ୍ରତିନିଧି କୋରାପୁଟ ଓ ନବରଙ୍ଗପୁର, ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ସହକାରୀ ଯନ୍ତ୍ରୀ କବିରାଜ ବେହେରାଙ୍କ ସହ କୋରାପୁଟ ଓ ଜୟପୁର ITDAର ସମସ୍ତ କର୍ମଚାରୀ ବୈଠକରେ ଯୋଗ ଦେଇଥିଲେ। ଶେଷରେ ପ୍ରଶାସିକା ତୃପ୍ତି ବରାଇ ଧନ୍ୟବାଦ ଅର୍ପଣ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments