District-Level Paddy Procurement Committee Meeting Held; Paddy Procurement Centers (Mandis) to Open from December 15

District-Level Paddy Procurement Committee Meeting Held; Paddy Procurement Centers (Mandis) to Open from December 15

Koraput: A meeting of the District-Level Paddy Procurement Committee for the Kharif Marketing Season 2026 was held at the local Sadbhavana Hall. Presided over by District Collector Mr. Manoj Satyaban Mahajan, the meeting concluded with the decision that paddy procurement centers (*mandis*) will commence operations on December 15.
Detailed discussions were held during the meeting to ensure that paddy procurement for the current Kharif season is conducted in an organized and transparent manner. Decisions were taken regarding farmer registration, the token system, quality inspection of the paddy, and the timely payment of dues to the farmers. The District Collector has directed that arrangements for drinking water, toilets, rest areas, and shade be made for farmers at the mandi (procurement center).
The meeting was attended by the Chairman of the District Planning Board and Koraput MLA Shri Raghuram Macha, Jeypore MLA Shri Tara Prasad Bahinipati, Kotpad MLA Shri Rupu Bhatra, Zilla Parishad Chairperson Smt. Sasmita Meleka, Superintendent of Police Shri Rohit Sharma, Sub-Collector Shri Fabi Rashid, Additional District Collector Shri Naresh Chandra Sabar, representatives of the Koraput and Nabarangpur Members of Parliament—Shri Manoj Acharya and Rameshwar Jena respectively—along with various departmental officials and farmer representatives.

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ଡିସେମ୍ବର ୧୫ ରୁ ଆରମ୍ଭ ହେବ ଧାନ ମଣ୍ଡି
ଖରିଫ ବିପଣନ ବର୍ଷ ୨୦୨୬ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ସ୍ଥାନୀୟ ସଦ୍ଭାବନା ସଭାଗୃହ ରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକ ରେ ନିଷ୍ପତ୍ତି ନିଆଗଲା ଧାନ ସଂଗ୍ରହ ନିମନ୍ତେ ମଣ୍ଡି ୧୫ ଡିସେମ୍ବର ରେ ଆରମ୍ଭ ହେବ।
ଚଳିତ ଖରିଫ ଋତୁ ରେ ଧାନ ସଂଗ୍ରହ କୁ ଶୃଙ୍ଖଳିତ ଓ ସ୍ୱଚ୍ଛ ଭାବେ କରିବା ନେଇ ବୈଠକ ରେ ବିସ୍ତୃତ ଆଲୋଚନା କରାଯାଇଛି। ଚାଷୀ ପଞ୍ଜୀକରଣ, ଟୋକନ୍ ବ୍ୟବସ୍ଥା, ଧାନ ର ମାନ ଯାଞ୍ଚ ଆଉ ସମୟ ସୀମା ଭିତରେ ଚାଷୀ ଙ୍କୁ ଟଙ୍କା ପ୍ରଦାନ ନେଇ ନିଷ୍ପତ୍ତି ନିଆଯାଇଛି।
ମଣ୍ଡି ରେ ଚାଷୀ ଙ୍କ ପାଇଁ ପାନୀୟ ଜଳ, ପାଇଖାନା, ବିଶ୍ରାମ ଗୃହ ଆଉ ଛାଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକ ରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ, ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟକ ଶ୍ରୀ ରୁପୁ ଭତ୍ରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମେଲେକା, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରୋହିତ ଶର୍ମା, ଉପଜିଲ୍ଲାପାଳ ଶ୍ରୀ ଫାବି ରସିଦ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନରେଶ ଚନ୍ଦ ଶବର, କୋରାପୁଟ ସାଂସଦ ପ୍ରତିନିଧି ଶ୍ରୀ ମନୋଜ ଆଚାର୍ଯ୍ୟ, ନବରଙ୍ଗପୁର ସାଂସଦ ପ୍ରତିନିଧି ରାମେଶ୍ୱର ଜେନା ଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଓ ଚାଷୀ ପ୍ରତିନିଧି ଉପସ୍ଥିତ ଥିଲେ।
Keep Koraput Online Free & Growing
Every story, local interview, and district update is made possible through dedicated community efforts. Your contribution directly funds server costs and independent ground reporting across Southern Odisha.
Contributions of any size even small amount can make a tangible difference.