District Youth Festival (VBYLD 2027 / District Youth Festival 2026) on November 3rd and 4th

The district-level selection process, conducted under the 'Artist Portal and Cultural Troupe Management System,' commenced today at the Sanskruti Bhawan (Cultural Centre).
Organization of the District Youth Festival (VBYLD 2027 / District Youth Festival 2026)
Under the aegis of the Koraput District Administration and the State Department of Sports and Youth Services, a District Youth Festival is set to be held on November 3rd and 4th at the Koraput Sanskruti Bhawan and Art Gallery. Centered around the theme "Drug-Free Youth for a Developed India" (*Nasha Mukta Yuva for Vikshit Bharat*), the festival is open to young talents aged between 15 and 29 years. Competitions and Schedule:
November 3 (Tuesday): Group Folk Dance, Group Folk Song, and Individual Painting competitions will be held.
November 4 (Wednesday): Individual Poetry Writing and Group Street Play (Nukkad Natak) competitions will take place.
Prize Money:
Group Competitions: First prize ₹10,000, second prize ₹7,500, and third prize ₹5,000 will be awarded.
Individual Competitions: First prize ₹3,000, second prize ₹2,000, and third prize ₹1,000.
Young talents can register by using the QR code provided on the poster. For further information or media-related queries, please contact Kapilas (Mobile: 8260093054, Email: media.koraput@gov.in).

ଆମ କଳାକାର ପୋର୍ଟାଲ୍ ଓ ସାଂସ୍କୃତିକ ଦଳ ପରିଚାଳନା ପ୍ରଣାଳୀ ଅଧୀନରେ ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା ଆଜି ସଂସ୍କୃତି ଭବନଠାରେ ଆରମ୍ଭ ହୋଇଛି।
ଜିଲ୍ଲା ଯୁବ ମହୋତ୍ସବ (VBYLD 2027) ତଥା ଜିଲ୍ଲା ଯୁବ ମହୋତ୍ସବ ୨୦୨୬ର ଆୟୋଜନ
କୋରାପୁଟ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ କୋରାପୁଟ ସଂସ୍କୃତି ଭବନ ଓ ଆର୍ଟ ଗ୍ୟାଲେରୀଠାରେ ଆସନ୍ତା ନଭେମ୍ବର ୩ ଓ ୪ ତାରିଖରେ ଜିଲ୍ଲା ଯୁବ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। "ନଶା ମୁକ୍ତ ୟୁବା ଫର ବିକଶିତ ଭାରତ" ଥିମ୍ ଆଧାରରେ ଆୟୋଜିତ ଏହି ମହୋତ୍ସବରେ ୧୫ ରୁ ୨୯ ବର୍ଷ ବୟସ୍କ ଯୁବପ୍ରତିଭାମାନେ ଅଂଶଗ୍ରହଣ କରିପାରିବେ।
ପ୍ରତିଯୋଗିତା ଏବଂ କାର୍ଯ୍ୟସୂଚୀ:
ନଭେମ୍ବର ୩ (ମଙ୍ଗଳବାର): ଦଳଗତ ଲୋକନୃତ୍ୟ, ଦଳଗତ ଲୋକଗୀତ ଏବଂ ବ୍ୟକ୍ତିଗତ ଚିତ୍ରକଳା (Painting) ପ୍ରତିଯୋଗିତା ଅନୁଷ୍ଠିତ ହେବ।
ନଭେମ୍ବର ୪ (ବୁଧବାର): ବ୍ୟକ୍ତିଗତ କବିତା ଲେଖା ଏବଂ ଦଳଗତ ନୁକ୍କଡ଼ ନାଟକ ପ୍ରତିଯୋଗିତା ରହିଛି।
ପୁରସ୍କାର ରାଶି:
ଦଳଗତ (Team) ପ୍ରତିଯୋଗିତା: ପ୍ରଥମ ପୁରସ୍କାର ₹୧୦,୦୦୦, ଦ୍ୱିତୀୟ ପୁରସ୍କାର ₹୭,୫୦୦ ଏବଂ ତୃତୀୟ ପୁରସ୍କାର ₹୫,୦୦୦ ପ୍ରଦାନ କରାଯିବ।
ବ୍ୟକ୍ତିଗତ (Individual) ପ୍ରତିଯୋଗିତା: ପ୍ରଥମ ପୁରସ୍କାର ₹୩,୦୦୦, ଦ୍ୱିତୀୟ ପୁରସ୍କାର ₹୨,୦୦୦ ଏବଂ ତୃତୀୟ ପୁରସ୍କାର ₹୧,୦୦୦ ରହିଛି।
ଯୁବପ୍ରତିଭାମାନେ ପୋଷ୍ଟରରେ ଦିଆଯାଇଥିବା କ୍ୟୁଆର୍ କୋଡ୍ (QR Code) ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ଅଧିକ ଜାଣିବା କିମ୍ବା ମିଡିଆ ସମ୍ବନ୍ଧୀୟ ସୂଚନା ପାଇଁ କାପିଲାସ (ମୋନଂ - 8260093054, ଇମେଲ୍ - media.koraput@gov.in)ଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
Keep Koraput Online Free & Growing
Every story, local interview, and district update is made possible through dedicated community efforts. Your contribution directly funds server costs and independent ground reporting across Southern Odisha.
Contributions of any size even small amount can make a tangible difference.