Landfall of Cyclone on 28th October between Bapatla & Visakhapatnam in AP

ଆନ୍ଧ୍ର ଉପକୂଳରେ ମାଡ଼ ହେବ ବାତ୍ୟା!
ବଙ୍ଗୋପସାଗରରେ ଅବପାତ ନେବ ଅତି ଭୀଷଣ ବାତ୍ୟାର ରୂପ, ୨୮ରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ ଆଶଙ୍କା; ଘଣ୍ଟାକୁ ୧୪୦ କିମି ବେଗରେ ବହିପାରେ ପବନ
୨୮ ତାରିଖ ପୂର୍ବାହ୍ନରେ ବାପଟଲାରୁ ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ୍: IMD
ବାପଟଲାରୁ ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ୍!
ଘଣ୍ଟାକୁ ୧୪୦ କିମି ବେଗରେ ବହିପାରେ ପବନ!
୨୮ ତାରିଖ ପୂର୍ବାହ୍ନରେ ଲ୍ୟାଣ୍ଡଫଲ୍ ଆଶଙ୍କା!
Bay of Bengal Depression Likely to Intensify into Very Severe Cyclonic Storm, Cross Andhra Pradesh Coast on October 28 with Winds Gusting to 140 kmph . Landfall expected on 28th between Bapatla and Visakhapatnam .


Keep Koraput Online Free & Growing
Every story, local interview, and district update is made possible through dedicated community efforts. Your contribution directly funds server costs and independent ground reporting across Southern Odisha.
Contributions of any size even small amount can make a tangible difference.