Parab-2026: A Special Platform to Showcase the Talent of the District's Artists

Parab-2026: A Special Platform to Showcase the Talent of the District's Artists

A district-level meeting was held under the chairmanship of Jayapur Sub-Collector Shubhra Panda to organize competitions in drama, music, and fine arts as part of 'Parab-2026'.
It was decided in the meeting that 14 teams from the district's 14 blocks and 5 teams from 5 urban local bodies (municipal areas) will participate. The fine arts competition will be held on December 6, followed by an exhibition of the artworks on December 9 and 10. Music competitions will take place from December 6 to 9, and drama competitions will be held from December 6 to 10. Prizes will be awarded for the first, second, and third positions in the competition; the second and third prizes will be presented on December 10, while the first prize will be awarded on the main stage of the 'Parabar' festival.
The meeting was attended by Shri Manoj Acharya (representative of the Koraput MP), Jeypore BDO Shakti Mahapatra, Tehsildar Sabyasachi Jena, District Culture Officer Pritisudha Jena, and District Information and Public Relations Officer Yashoda Gadaba. Also present were members of 'P.R. Theatre', 'Swara Ghungur', and various other art and cultural associations from the district, along with members of the press.

ପରବ-୨୦୨୬ ଅବସରରେ ନାଟକ, ସଙ୍ଗୀତ ଓ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ ନେଇ ଏକ ଜିଲ୍ଲାସ୍ତରୀୟ ବୈଠକ ଜୟପୁର ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।
ବୈଠକରେ ଜିଲ୍ଲାର ୧୪ଟି ବ୍ଲକ୍ରୁ ୧୪ଟି ଏବଂ ୫ଟି ପୌରାଞ୍ଚଳରୁ ୫ଟି ଦଳ ଅଂଶଗ୍ରହଣ କରିବା ନେଇ ନିଷ୍ପତ୍ତି ହୋଇଛି। ଡିସେମ୍ବର ୬ରେ ଚିତ୍ରକଳା ପ୍ରତିଯୋଗିତା, ୯ ଓ ୧୦ରେ ଚିତ୍ରକଳା ପ୍ରଦର୍ଶନୀ, ୬ରୁ ୯ ପର୍ଯ୍ୟନ୍ତ ସଙ୍ଗୀତ ଏବଂ ୬ରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ପୁରସ୍କାର ରହିଥିବାବେଳେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଡିସେମ୍ବର ୧୦ରେ ଏବଂ ପ୍ରଥମ ପୁରସ୍କାର ପରବର ମୁଖ୍ୟ ମଞ୍ଚରେ ପ୍ରଦାନ କରାଯିବ।
ବୈଠକରେ କୋରାପୁଟ ସାଂସଦଙ୍କ ପ୍ରତିନିଧି ଶ୍ରୀ ମନୋଜ ଆଚାର୍ଯ୍ୟ, ଜୟପୁର ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟସାଚୀ ଜେନା, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କ ସମେତ ପି.ଆର. ଥିଏଟର, ସ୍ୱର ଘୁଙ୍ଗୁର ଏବଂ ଜିଲ୍ଲାର ବିଭିନ୍ନ କଳା ଓ କଳାସଂଘର ସଦସ୍ୟମାନେ ଓ ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ।
Keep Koraput Online Free & Growing
Every story, local interview, and district update is made possible through dedicated community efforts. Your contribution directly funds server costs and independent ground reporting across Southern Odisha.
Contributions of any size even small amount can make a tangible difference.