Poet Rabi Satpathy of Koraput Receives Prestigious 'Godabarisha Kabita Samman - 2026'

Poet Rabi Satpathy of Koraput Receives 'Godabarisha Kabita Samman - 2026'
------------------------------------------
The 140th birth anniversary celebration of the 'Sage of Satyabadi', Pandit Godabarisha Mishra, combined with the 69th annual function of the 'Godabarisha Sahitya Sansad'—the oldest literary organization in Bhubaneswar—was held at Gita Govinda Sadan, Bhubaneswar. During the event, poet Rabi Satapathy was conferred with the 'Godabarisha Kabita Samman - 2026' in recognition of his overall contribution to poetry. Shantanu Kumar Acharya—a distinguished Odia litterateur, novelist, and fiction writer—attended this annual event as the chief guest. Also present were the guest of honour and keynote speaker—noted orator, columnist, and literary academic Biswaranjan, and prominent literary critic Dr. Babaji Charan Pattnaik—along with the literary society’s secretary, Dr. Ramachandra Mohanty, and its president, Professor Upendra Prasad Nayak. Together, they honoured poet Satapathy. Following this recognition, various literary organizations and fellow writers have extended their best wishes and congratulations to poet Rabi Satapathy.of Koraput

କବି ରବି ଶତପଥୀ ପାଇଲେ ଗୋଦାବରୀଶ କବିତା ସମ୍ମାନ -୨୦୨୬
------------------------------------------
ଭୁବନେଶ୍ୱରର ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ଗୋଦାବରୀଶ ସାହିତ୍ୟ ସଂସଦ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ସତ୍ଯବାଦୀର ସନ୍ଥ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୧୪୦ତମ ଜୟନ୍ତୀ ସମାରୋହ ତଥା ସଂସଦର ୬୯ତମ ବାର୍ଷିକ ଉତ୍ସବ ଭୁବନେଶ୍ବରର ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ସାମଗ୍ରିକ କବିତା କୃତି ପାଇଁ ଚଳିତ ବର୍ଷ କବି ରବି ଶତପଥୀଙ୍କୁ ଗୋଦାବରୀଶ କବିତା ସମ୍ମାନ -୨୦୨୬ ପ୍ରଦାନ କରାଯାଇଛି ।
ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ,ଔପନ୍ୟାସିକ ତଥା କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତା ଭାବରେ ଯଥାକ୍ରମେ ବିଶିଷ୍ଟ ବାଗ୍ମୀ , ସ୍ତମ୍ବକାର ଓ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଂଜନ ଓ ବିଶିଷ୍ଟ ସାହିତ୍ୟ ସମାଲୋଚକ ଡ. ବାବାଜୀ ଚରଣ ପଟ୍ଟନାୟକଙ୍କ ସହିତ ସାହିତ୍ୟ ସଂସଦର ସଂପାଦକ ଡ.ରାମଚନ୍ଦ୍ର ମହାନ୍ତି ଓ ସଭାପତି ପ୍ରଫେସର ଉପେନ୍ଦ୍ର ପ୍ରସାଦ ନାୟକ ଉପସ୍ଥିତ ରହି କବି ଶତପଥୀଙ୍କୁ ସମ୍ମାନିତ କରିଥିଲେ । ଏହି ସମ୍ମାନ ପାଇବା ପରେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ସାହତ୍ଯିକ ବନ୍ଧୁଗଣ କବି ରବି ଶତପଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
Keep Koraput Online Free & Growing
Every story, local interview, and district update is made possible through dedicated community efforts. Your contribution directly funds server costs and independent ground reporting across Southern Odisha.
Contributions of any size even small amount can make a tangible difference.