Preparatory Meeting for Parab-2026 Competitions: Focus Placed on Women’s Archery and Events for Persons with Disabilities

Preparatory Meeting for Parab-2026 Competitions: Focus Placed on Women’s Archery and Events for Persons with Disabilities

A preparatory meeting was held regarding the organization of sports and cultural competitions at the Panchayat and Block levels for 'Parab-2026'. Several significant decisions were taken during the meeting, which was chaired by Koraput Sub-Collector Fabi Rashid.
It was decided to include an archery competition for women in this year’s 'Parab'. Additionally, athletic and cultural events will be organized for persons with disabilities (Divyangjan) and students with disabilities. The schedule of events will be finalized in consultation with the Headmaster of the concerned school.
The Chairperson has suggested incorporating themes related to Koraput into the cultural and educational competitions. It has also been decided to organize a competition for compering (hosting/anchoring) in the local language during 'Parab-2026'. This event will be held at the District Culture Office, and the date will be determined by the District Culture Officer. Opportunities will be provided to comperes who use the local language.
ପରବ-୨୦୨୬ ପାଇଁ ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ: ମହିଳା ତୀରନ୍ଦାଜି, ଦିବ୍ୟାଙ୍ଗ ପ୍ରତିଯୋଗିତାକୁ ମିଳିଲା ଗୁରୁତ୍ୱ
ପରବ-୨୦୨୬ ନିମନ୍ତେ ପଞ୍ଚାୟତ ଓ ବ୍ଲକ ସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ବୈଠକରେ ଏହି ବର୍ଷ ପରବରେ ମହିଳାଙ୍କ ପାଇଁ ତୀରନ୍ଦାଜି ପ୍ରତିଯୋଗିତା ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଦିବ୍ୟାଙ୍ଗ ବ୍ୟକ୍ତି / ଛାତ୍ରଛାତ୍ରୀଙ୍କ ପାଇଁ ଆଥଲେଟିକ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ପରାମର୍ଶ କରି କାର୍ଯ୍ୟକ୍ରମ ତାଲିକା ଚୂଡ଼ାନ୍ତ କରାଯିବ।
ସାଂସ୍କୃତିକ ଓ ଶିକ୍ଷାମୂଳକ ପ୍ରତିଯୋଗିତା ପାଇଁ କୋରାପୁଟ ସମ୍ପର୍କୀୟ ବିଷୟବସ୍ତୁ ଯୋଡ଼ିବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି।ପରବ-୨୦୨୬ରେ ସ୍ଥାନୀୟ ଭାଷାରେ ସଞ୍ଚାଳନା ପ୍ରତିଯୋଗିତା ଆୟୋଜନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏହା ଜିଲ୍ଳା ସଂସ୍କୃତି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଏବଂ ତାରିଖ ଜିଲ୍ଲା ସଂସ୍କୃତି ଅଧିକାରୀ ନିର୍ଦ୍ଧାରଣ କରିବେ। ସ୍ଥାନୀୟ ଭାଷାର ସଞ୍ଚାଳକମାନଙ୍କୁ ସୁଯୋଗ ଦିଆଯିବ।
Keep Koraput Online Free & Growing
Every story, local interview, and district update is made possible through dedicated community efforts. Your contribution directly funds server costs and independent ground reporting across Southern Odisha.
Contributions of any size even small amount can make a tangible difference.