Rangoli on Road at Puri for Sri Gundicha Yatra

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆକର୍ଷଣୀୟ ଝୋଟି-ଚିତା କାର୍ଯ୍ୟ ନିଷ୍ଠାର ସହ ଜାରି ରହିଛି। ଆମର ସମୃଦ୍ଧ ପରମ୍ପରା ଓ ସଂସ୍କୃତିର ଏହି ଅପୂର୍ବ ନିଦର୍ଶନକୁ ସୁନ୍ଦର ରୂପ ଦେଉଥିବା ସମସ୍ତ କୁଶଳୀ କଳାକାରଙ୍କୁ ହୃଦୟଭରା କୃତଜ୍ଞତା। ଜୟ ଶ୍ରୀଜଗନ୍ନାଥ।

GPay • PhonePe • Paytm • BHIM
☕ Support Independent Journalism
Keep Koraput Online Free & Growing
Every story, local interview, and district update is made possible through dedicated community efforts. Your contribution directly funds server costs and independent ground reporting across Southern Odisha.
Payee: Santakar Chelapila9437192553@ybl
Contributions of any size even small amount can make a tangible difference.