Monday, August 31, 2026
HomeNewsMassive tree plantation done at Borigumma by Swadeshi Jagaran Mancha

Massive tree plantation done at Borigumma by Swadeshi Jagaran Mancha

Today, a huge tree planting program was organized at Bhairab Degree College in Borigumma by the Koraput District Swadeshi Jagran Manch under the patronage of the President of the Degree College.
In the said program, Regional coordinator of Swadeshi Jagaran manch , Minoranjad Rautaraiya planted a tree and inaugurated the program. In this program, about 40 swadeshi members including Koraput District Swadeshi Jagran Manch coordinator Venketeswar Mishra, co-coordinator Bishnu Charan Nayak, and college professors were present. Dr.Rabi Narayan Mishra, of Swadeshi Jagran Manch, conducted the program

ଆଜି ବୋରିଗୁମ୍ମା ସ୍ଥିତ ଭୈରବ ଡିଗ୍ରୀ ମହାବିଦ୍ୟାଳୟ ରେ କୋରାପୁଟ ଜିଲ୍ଲା ସ୍ୱଦେଶୀ ଜାଗରଣ ମଞ୍ଚ ତରଫରୁ ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷ ଙ୍କ ପୌରହିତ୍ୟ ରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା
ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା ପଶ୍ଟିମ ର ପ୍ରାନ୍ତ ସଂଯୋଜକ ଶ୍ରୀମାନ ମନୋରଞ୍ଜନ ରାଉତରାୟ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରି ଥିଲେ. ଏହି କାର୍ଯ୍ୟକ୍ରମ ରେ କୋରାପୁଟ ଜିଲ୍ଲା ସ୍ୱଦେଶୀ ଜାଗରଣମଞ୍ଚ ର ସଂଯୋଜକ ଭେଙ୍କେଟେ ସ୍ୱର ମିଶ୍ର, ସହ ସାଂଯୋଜକ ବିଷ୍ଣୁ ଚରଣ ନାୟକ,ଓ ମହାବିଦ୍ୟାଳୟ ର ଅଧ୍ୟାପକ ଙ୍କ ସମେତ ପ୍ରାୟ 40 ଜଣ ସ୍ୱଦେଶୀ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ, ସ୍ବଦେଶୀ ଜାଗରଣ ମଞ୍ଚ ର ପ୍ରାନ୍ତ ବିଚାର ବିଭାଗ ପ୍ରମୁଖ ରବି ନାରାୟଣ ମିଶ୍ର ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ

RELATED ARTICLES

LEAVE A REPLY

Please enter your comment!
Please enter your name here

CONTRIBUTE

- Contribute -spot_img

Most Popular

Recent Comments