Thursday, July 16, 2026
HomeKind AttnNew Date for OTET in Odisha

New Date for OTET in Odisha

ଘୁଞ୍ଚିଲା ଓଟିଇଟି ପରୀକ୍ଷା ତାରିଖ. ଜୁନ 28 ତାରିଖ ପରିବର୍ତ୍ତେ ଜୁଲାଇ 5 ତାରିଖ ରେ ଅନୁଷ୍ଠିତ ହେବ ଓଟିଇଟି. ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି.ଦୁଇଟି ପେପର ର ପରୀକ୍ଷା ର ସମୟ କିନ୍ତୁ ବଦଳି ନାହିଁ. ଅର୍ଥାତ ପେପର 1 ସକାଳ 9 ରୁ 11.30 ଏବଂ ପେପର 2 ପରୀକ୍ଷା ଅପରାହ୍ନ 2 ଟାରୁ ଅପରାହ୍ନ ସାଢେ 4 ପର୍ଯ୍ୟନ୍ତ ଚାଲିବ.

OTET exam date has been shifted. OTET will be held on July 5 instead of June 28. The board has issued a notification in this regard. However, the timings of the two papers have not changed. That is, Paper 1 will be held from 9 am to 11.30 am and Paper 2 will be held from 2 pm to 4.30 pm.

RELATED ARTICLES

LEAVE A REPLY

Please enter your comment!
Please enter your name here

CONTRIBUTE

- Contribute -spot_img

Most Popular

Recent Comments